କରୋନା ସଂକ୍ରମଣ : ମା ବାସନ୍ତୀ ଦୁର୍ଗାପୂଜା ସ୍ଥଗିତ ।

ଅନୁଗୋଳ(IYA NEWS:25/03/2020):
ମହାମାରୀ କରୋନା ପାଇଁ ଏବେ ଜନଜୀବନ ଠପ ହୋଇପଡିଛି । ପ୍ରତିବର୍ଷ ମା ବାସନ୍ତୀ ଦୁର୍ଗାପୂଜା ବହୁ ଧୂମଧାମରେ ପାଳିତ ହୁଏ ।କରୋନା ମହାମାରୀ ପାଇଁ ଅନୁଗୋଳ ସ୍ଥିତ ଅମଲାପଡା ବାସନ୍ତୀ ଦୁର୍ଗାପୂଜା ପଡିଆ ଠାରେ ଅନୁଷ୍ଠିତ ହେବାକୁ ଥିବା ମା ବାସନ୍ତୀ ଦୁର୍ଗା ପୂଜା ସ୍ଥଗିତ ରଖାଯାଇଛି। ଏହି ପ୍ରରିପ୍ରେକ୍ଷୀ ରେ ଦୁର୍ଗା ପୂଜା ରେ ଅନୁଷ୍ଠିତ ହେବାକୁ ଥିବା କଳସ ଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦାଣ୍ଡିଆ ନାଚ ମଧ୍ୟ ସାମୂହିକ ଭାବେ ସ୍ଥଗିତ କରାଯାଇଛି। କେବଳ ପୂଜକଙ୍କ ଦ୍ଵାରା ଯଥା ରୀତିନୀତି ଅନୁସାରେ ମା' ଙ୍କ ପୂଜା ଚାଲୁରହିବ ବୋଲି ପୂଜା କମିଟିର ସଂପାଦକ ସୂଚନା ଦେଇଛନ୍ତି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।