କାଠ ମାଫିଅା ମାଡରେ ମହିଳା ଫରେଷ୍ଟ ଗାର୍ଡ ଗୁରୁତର ।

ଛେଣ୍ଡିପଦା(IYA NEWS:31/03/2020):
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଜଳତାପ ସଂରକ୍ଷିତ ଜଙ୍ଗଲ ଅଞ୍ଚଳର ମହିଳା ଫରେଷ୍ଟ ଗାର୍ଡଙ୍କୁ କାଠ ମାଫିଆଙ୍କ ଅତର୍କିତ ଆକ୍ରମଣ । ଜଙ୍ଗଲରୁ କାଠ ହାଣୁଥିବାବେଳେ ମାଫିଆଙ୍କୁ ପ୍ରତିରୋଧ କରିଥିଲେ ଗାର୍ଡ । ଯାହାଫଳରେ ମହିଳା ଫରେଷ୍ଟର ଗାର୍ଡଙ୍କୁ ମାଫିଆମାନେ କାଠ ଫଶଳିଆରେ ଆକ୍ରମଣ କରିଥିଲେ । ଯାହାଫଳରେ ମହିଳା ଫରେଷ୍ଟ ଗାର୍ଡ ଆହତ ହୋଇଥିଲେ ।ମହିଳା  ସେ ଏନେଇ ଥାନାର ଦ୍ବାରସ୍ଥ ହୋଇଥିଲେ ।ମହିଳା ଫରେଷ୍ଟ ଗାର୍ଡ ଛେଣ୍ଡିପଦା ବନାଞ୍ଚଳର ଗୀତାଞ୍ଜଳୀ ସାହୁ ବୋଲି ଜଣାପଡିଛି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।