ନିୟମକୁ ଫୁ.... ଲକଡାଉନ ସତ୍ତ୍ବେ ଅାଠମଲ୍ଲିକ ବଜାର ମଧ୍ୟରେ ଜମୁଛି ଜନତାଙ୍କ ଗହଳି, ସଚେତନତା ଯାଇଛି ଚୁଲିକି ।

ଅାଠମଲ୍ଲିକ(IYA NEWS:28/03/2020):

ସାରା ଦେଶରେ ଚାଳିଛି ଲକଡାଉନ।  ଏହି ସମୟରେ କିଛି ଲୋକ ସଚେତନ ହୋଇ ଘରେ ରହୁଥିବାବେଳେ ଆଉ କିଛି ନିୟମକୁ ବେଖାତିର କରୁଥିବା ଦେଖିବାକୁ ମିଳୁଛି । ଏତେ ସବୁ କଟକଣା କରାଯାଇଥିଲେ ମଧ୍ୟ ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବଜାର ମଧ୍ୟରେ ଜମୁଛି ଜନତାଙ୍କ ଗହଳି ତାହାସହ କୌଣସି କାମନଥିବା ଲୋକ ବାଇକରେ ମାରୁଛନ୍ତି ପଇଁତରା ଲୋକେ ଲକଡାଉନକୁ ଖାତିର କରୁନଥିବା ଦେଖିବାକୁମିଳିଛି। ଯିଏ ଯେମିତି ପାଇଲା ସେମିତି ମନ ଇଚ୍ଛା ବୁଲୁଛନ୍ତି ରାସ୍ତାରେ । କିନ୍ତୁ କେହି ଜଣେ ସଚେତନତା ଥିବାର ଏଠାରେ ଦେଖିବାକୁ ମିଳିନାହିଁ। ତେବେ ଏଭଳି ଜାଗାରେ ପୋଲିସ କାହିଁକି ମୁତୟନ ହେଉନାହନ୍ତି ତାହାକୁ ନେଇ ଅନେକ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି।ବୁଦ୍ଧିଜୀବୀ କହିଛନ୍ତି କେବଳ ରାତିରେ ଘଣ୍ଟାଏ ପିସିଅାର ଭ୍ୟାନରେ ପଇଁତରା ମାରୁଛନ୍ତି ପୋଲିସ ।
*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3


Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।