ଲକ୍‌ଡାଉନ୍‌ ସ୍ଥିତି: ବେଙ୍ଗାଲୋରରେ ଅନୁଗୋଳ ରୁ ଫସିଛନ୍ତି ୩୪ ଓଡ଼ିଆ ଶ୍ରମିକ ।

ଅନୁଗୋଳ(IYA NEWS:26/03/2020):

କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଦେଶରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ବେଙ୍ଗାଲୋରରେ ଅନୁଗୋଳ ଜିଲ୍ଲ‍ା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ କୋଠଭୂଇଁ ଗ୍ରାମପଞ୍ଚାୟତର ୩୪ଜଣ ଯୁବକ ଫସି ରହିଛନ୍ତି।ଫସି ରହିଥିବା ଯୁବକ ମାନେ ତାଙ୍କୁ ଉଦ୍ଧରା କରିବା ପାଇଁ ଜିଲ୍ଲା ପ୍ରଶାସନ,ବିଧାୟକ ଓ ମିଡିଅା ବନ୍ଧୁମାନଙ୍କୁ ନିବେଦନ କରିଛନ୍ତି ।
*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।