ଘଣ୍ଟପଡା ଗ୍ରାମକୁ ଲକ୍ ଡାଉନ୍ କଲା ତୋଫାନ ଯୁବକ ସଂଘ.

ତାଳଚେର(IYA NEWS:31/03/2020):
ଅନୁଗୋଳ ଜିଲ୍ଲ‍ା ତାଳଚେର ତୋଫାନ ଯୁବକ ସଂଘ, ଘଣ୍ଟପଡା ନିଜ ଗ୍ରାମକୁ କେରୋନା ରୋଗରୁ ମୁକ୍ତ କରିବା ପାଇଁ ତାର ଏକ ଅଭିନବ ପ୍ରୟାସ କରି ଘଣ୍ଟପଡା ଗ୍ରାମକୁ ସୁରକ୍ଷିତ ରଖିବା ପାଇଁ ଘଣ୍ଟ ବାଡେଇ ପ୍ରତେକ ସଦସ୍ୟ ଅାଜି ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଗାଁ ଲୋକଙ୍କୁ ମାସ୍କ ପରିଧାନ କରିବା ଓ ହାତକୁ ସାବୁନ ଧୋଇବା ବିଷୟରେ ବୁଝାଇ ଥିଲେ। କୌଣସି କାର୍ଯ୍ୟ ନଥାଇ ଘରୁ ବାହାରକୁ ବାହାରି ପାଇଁ ମନା କରିଥିଲେ। ବିଦେଶରୁ ଓ ବାହାର ରାଜ୍ୟରୁ ଆସି ଥିବା ବ୍ୟକ୍ତି  ବିଷୟରେ ସରକାରଙ୍କୁ ଜଣାଇବା ପାଇଁ ଲୋକ ମାନଙ୍କୁ ଅନୁରୋଧ କରିଥିଲେ। ଏଥିରେ ତୋଫାନ ଯୁବକ ସଂଘର ସଭାପତି ଶ୍ରୀ ଧୀରେନ୍ଦ୍ର  ଦାସଙ୍କ ତତ୍ବାବଧାନରେ ପରିଚାଳିତ କରାଯାଇଥିଲା ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ରେଡକ୍ରସ ସଦସ୍ୟ ଶ୍ରୀଯୁକ୍ତ ବଳରାମ ପତି, ସମାଜସେବୀ ଶ୍ରୀଯୁକ୍ତ ସଚିତାନନ୍ଦ ରାଉତ ଘଣ୍ଟପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ମନୋଜ  ବେହେରା, ସମାଜସେବୀ ଶ୍ରୀ ଯୁକ୍ତ କ୍ଷୀରୋଦ ସାହୁ, ଉପ ସଭାପତି ଶ୍ରୀଯୁକ୍ତ କାହ୍ନୁ ଚରଣ ଦାସ,ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ, ମନୋରଞ୍ଜନ ଦାସ, କୃଷ୍ଣ ସାହୁ, ମନୋଜ କୁମାର ଦାସ, ସୌମ୍ୟରଞ୍ଜନ ଦାସ, ପ୍ରଶାନ୍ତ କୁମାର ସାହୁ, ରତନ କୁମାର ଦାସ, ପ୍ରଶାନ୍ତ କୁମାର ଦାସ, ଦୁର୍ଗା ଚରଣ ଦାସ,ସୁବାସ ପ୍ରଧାନ, ଆଶୁକବି ଶ୍ରୀ ସୁନିଲ ସିଂହ ଓ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନ କଲେ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।