ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବେଳେ କୌଣସି ବାଧା ସୃଷ୍ଟି ହେବ ନାହିଁ : ଏସ.ପି ମୀନା ।

ଅନୁଗୋଳ(IYA NEWS:26/03/2020):
ଲକ ଡାଉନ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେପରି କୌଣସି ବାଧା ସୃଷ୍ଟି ନ ହୁଏ ସେଥିପାଇଁ ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ସ୍ପଷ୍ଟ ସନ୍ଦେଶ ସାଧାରଣ ଜନତାଙ୍କ ଉଦେଶ୍ୟରେ ତାଙ୍କର ଅଫିସିଆଲ ଫେସବୁକ ଆକାଉଣ୍ଟ ରେ ଦେଇଛନ୍ତି। ସେଥିରେ କୁହାଯାଇଛି ଯେ ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ହେଉଥିଲେ ମାଲ ଥିବା ବା ଖାଲିଥିବା ପିକଅପ ଓ ଟ୍ରକ ଗୁଡିକର ଯାତାୟାତ ପାଇଁ କଟକଣା ନାହିଁ।ଏହା ସହିତ ସମାନ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ଦୁଇଚାକିଆ ପାଇଁ ମଧ୍ୟ କଟକଣା ନାହିଁ।ଯଦି କାହାକୁ ଅସୁବିଧା ହୁଏ ତେବେ ସେ ତାଙ୍କର ମୋବାଇଲ ନମ୍ବର ୯୪୩୮୯-୧୬୪୩୦ ରେ ଯୋଗାଯୋଗ କରିବା ପାଇଁ କହିଛନ୍ତି।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।