ଘରେ ରୁହନ୍ତୁ, ରାମାୟଣ ଦେଖନ୍ତୁ ଦୁରଦର୍ଶନ ଚ୍ୟାନେଲରେ ।

IYA NEWS:27/03/2020:
କରୋନା ମୁକାବିଲାକୁ ସାମ୍ନାକରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବହୁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଅଛନ୍ତି । ରାଜ୍ୟକୁ ସଂପୂର୍ଣ୍ଣ ଭାବେ ଲକଡାଉନ ରଖାଯାଇଛି,ଯେଉଁଥିରେ ଲୋକମାନେ ଘର ବାହାରକୁ ନଅାସି ଘର ଭିତରେ ରହୁଛନ୍ତି । ଜନତାଙ୍କ ଅନୁରୋଧ କ୍ରମେ ୨୮ମାର୍ଚ୍ଚ ଶନିବାର ରୁ ରାମାୟଣ ପୁନଃପ୍ରସାରଣ ଦୁରଦର୍ଶନ ଚ୍ୟାନେଲରେ ଅାରମ୍ଭ ହେବା ସହ ପ୍ରଥମ ଏପିସୋଢ ସକାଳ ୯ଘଟିକାରୁ ୧୦ଘଟିକା ଓ ଦ୍ୱିତୀୟ ଏପିସୋଡ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ପ୍ରସାରିତ ହେବ । ଲକଡାଉନ ବେଳେ ଲୋକମାନେ ଘର ବାହାରକୁ ନଅାସି ଘରେ ବସି ଟିଭି ସହ ଅନ୍ୟାନ୍ୟ କାମ କରନ୍ତୁ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।