ଜିଲ୍ଲାରେ କରୋନା ସମ୍ପର୍କରେ ସ୍ଥିତି ପରଖିଲେ ପୋଲିସ ମହା ନିର୍ଦ୍ଦେଶକ ଅଭୟ ।

ଅନୁଗୋଳ ( IYA NEWS, ୩୧.୦୩.୨୦୨୦ ) : -  ଲୋକମାନଙ୍କର ଅତି ସାଧାରଣ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ଆଶୁ ବିଚାର ତଥା ପଦକ୍ଷେପ ନେବାରେ ମାହିର ତଥା ଦକ୍ଷ ପୋଲିସ ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ତଥା ଆଇଜି ଶ୍ରୀଯୁକ୍ତ ନରସିଂହ ଭୋଳ ଓ ଅନୁଗୋଳ ଏସପି ଶ୍ରୀଯୁକ୍ତ ଜଗମୋହନ ମୀନାଙ୍କ ଉପସ୍ଥିତି ରେ ଡିଜିପି ଶ୍ରୀ ଅଭୟ ଅନୁଗୋଳ ଜିଲ୍ଲାରେ ପହଞ୍ଚି କୋରନା ସଂକ୍ରାନ୍ତିୟ ପୋଲିସ ପଦକ୍ଷେପର ସ୍ଥିତି ପରଖିଛନ୍ତି । ଆଗାମୀ ଦିନର  ଲକ ଡାଉନର ସୁଫଳ ନିମନ୍ତେ ଓ ସାମାଜିକ ସୁରକ୍ଷା ବଜାୟ ନିମନ୍ତେ ଯୋଜନା ଏବଂ ଏହି ସମ୍ଭାନ୍ଧୀୟ ପାଠ୍ୟ ଯୋଜନା ପ୍ରସ୍ତୁତ ହୋଇଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି । 
IYA NEWS ( Visit Us - www.iyanews.com ) / ( Like Us :- www.facebook.com/iyanews ) #ଭାରତୀୟ_ଯୁବକ_ସଂଘ #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।