ଟ୍ରକ ଟ୍ୟାଙ୍କର ମୁହାଁମୁହିଁ ଧକ୍କା-୧ଗୁରୁତର ।

ଅାଠମଲ୍ଲିକ(IYA NEWS:01/04/2020):
ବଇଣ୍ଡା-ହଣ୍ଡପା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ନମ୍ବରର ଡେବରାପାଲି ଠାରେ ଗତକାଲି ମଧ୍ୟାହ୍ନରେ ୨ଟି ଟ୍ରକ ମୁହାଁମୁହିଁ ଧକ୍କା ଫଳରେ ଚାଳକ ଗୁରୁତର।ଖବରରୁ ଜଣାଯାଇଛି ଯେ ଅନୁଗୋଳ ରୁ ସମ୍ବଲପୁର ଯାଉଥିବା ଏମ ଏଚ ୪୩ ବିସି ୩୦୯୨ ସହିତ ବିପରୀତ ଦିଗରୁ ଆସୁଥିବା ୧୪ଚକିଆ ଟ୍ରକ ନମ୍ବର ଓଡ଼ି୧୯ଏନ୮୬୦୧ ଟ୍ରକ ସହିତ ମୁହାଁମୁହିଁ ଧକ୍କା ଫଳରେ ଟ୍ୟାଙ୍କର ଚାଳକ ବିଡ୍ରେଶ ବୀମାର ଉପାଧେୟ(୪୦) ମୋତିଗଞ୍ଜ ଉତ୍ତରପ୍ରଦେଶ ର ଗୁରୁତର ଆହତ ହୋଇଥିଲେ।ଖବର ପାଇ ହଣ୍ଡପା ଥାନା ଅଧିକାରୀ ଲବବଡା ଘଟଣା ସ୍ଥଳରେ ପହଞ୍ଚି ଚାଳକ ଙ୍କୁ ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର କରି ଚିକିତ୍ସା ପାଇଁ ହଣ୍ଡପା ପଠାଇଥିଲେ।କୋଇଲା ଟ୍ରକ ର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛି।ହଣ୍ଡପା ପୋଲିସ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛନ୍ତି।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg3

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।