କରୋନା ମୁକାବିଲା ପାଇଁ ୪୦,୪୫୦ ଟଙ୍କା ପ୍ରଦାନ କଲେ ବଇଣ୍ଡା ଜନତା ମହାବିଦ୍ୟାଳୟର କର୍ମଚାରୀ ।

ଅାଠମଲ୍ଲିକ(IYA NEWS:28/03/2020):
କରୋନା ଭାଇରସ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ଜନତା ମହାବିଦ୍ୟାଳୟ ବଇଣ୍ଡାର କର୍ମଚାରୀ ମାନେ  ଦିନକର ଦରମା ୪୦,୪୫୦/- ଟଙ୍କା ମୁକ୍ତ ହସ୍ତରେ ଅନଲାଇନ ମାଧ୍ୟମରେ ପୈଠ କରିଛନ୍ତି ।ବଇଣ୍ଡଅ ମହାବିଦ୍ୟାଳୟର ଅଧ୍ୟକ୍ଷ ସିଦ୍ଧାର୍ଥ ପଣ୍ଡା କହିଛନ୍ତି କରୋନା କୁ ମୁକାବିଲା କରିବା ପାଇଁ ହେଲେ ସରକାରଙ୍କ ନିର୍ଦ୍ଦେଶକୁ ମାନି ଚଳିବା । ଘରେ ରହିବା ଓ ନିଜକୁ ସୁରକ୍ଷିତ ରଖିବା ।

IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।