ବୁଢାପଙ୍କ ହାଇସ୍କୁଲର ଆଇସୋଲେସନ ଗୃହକୁ ପରିଦର୍ଶନ କଲେ ଉପବାଚସ୍ପତି

ଅନୁଗୋଳ (IYA NEWS : ୨୫/୦୩/୨୦୨୦)
ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍କ ଉଚ୍ଚ ବିଦ୍ୟାଳୟର ଆଇସୋଲେସନ ଗୃହକୁ ପରିଦର୍ଶନ କରିଛନ୍ତି ମାନ୍ୟବର ଉପବାଚସ୍ପତି, ଓଡିଶା ବିଧାନସଭା ଶ୍ରୀଯୁକ୍ତ ରଜନୀକାନ୍ତ ସିଂହ। କରୋନା ଭାଇରସ ସଂକ୍ରମଣକୁ ରୋକିବା ନିମନ୍ତେ ତିଆରି ହୋଇଥିବା ଆଇସୋଲେସନ ଗୃହକୁ ଆସି ଶ୍ରୀ ସିଂ ଅନୁଧ୍ୟାନ କରିଛନ୍ତି । ଏହି ଅବସରରେ ବୁଢ଼ାପଙ୍କ ପଞ୍ଚାୟତର ସରପଞ୍ଚ ଉତ୍ସବ ଦେହୁରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବବ୍ରତ ଭୋଇ, ଦେବାନନ୍ଦ ନାଥ, ବିନୟ କୁମାର ସିଂ, ଗୋପବନ୍ଧୁ ମାଝୀ, ପ୍ରକାଶ ନାହାକ, ଜଗା ଆଇଚ ପ୍ରମୂଖ ଉପସ୍ଥିତ ଥିଲେ।
REPORT BY : SHASANKA SEKHAR SAMAL (IYA NEWS)

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।