ନିରାଡମ୍ବର ଭାବେ ମଧୁ ବାବୁ ଜୟନ୍ତୀ ପାଳିତ ।

ଅନୁଗୋଳ(IYA NEWS:28/04/2020):
ଅନୁଗୋଳ ଜିଲ୍ଲା ଅନ୍ତୁଳିଅା ଗ୍ରା.ପ ଅନ୍ତର୍ଗତ ଦଣ୍ଡସିଂହା ଠାରେ ମଧୁବାବୁ ଜୟନ୍ତୀ ସାମାଜିକ ଦୂରତା ରକ୍ଷା କରି ଯୁବ ଅାଇନଜିବୀ ପ୍ରଦୀପ୍ତ କୁମାର ସାହୁ ଓ ଡାଇନାମିକ କ୍ଲବ ସଦସ୍ୟ ମିଶି ନିରାଡମ୍ବର ସହକାରେ ପାଳନ କରିଛନ୍ତି ।ମଧୁବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ଟାଇଁସି ସ୍ଥିତି ସହୀଦ ଶୁସାନ୍ତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।ଅାଜିର ଏହି କାର୍ଯ୍ୟକ୍ରମରେ ଅନ୍ତୁଳିଅା ସମୟ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ ଓ ପ୍ରମେୟ ପ୍ରତିନିଧି ସୌରଚନ୍ଦ୍ର ସାହୁ ଉପସ୍ଥିତ ଥିଲେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।