ଅନ୍ତୁଳିଅା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ମାସ୍କ ବଣ୍ଟନ ।

ଅନୁଗୋଳ(IYA NEWS:28/04/2020):
କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବାରେ ଅନୁଗୋଳ ଜିଲ୍ଲା ଅନ୍ତୁଳିଅା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସଂସ୍କାର ଗୃହ ଠାରେ ମାସ୍କ ବଣ୍ଟନ କରାଯାଇଛି । ମାସ୍କ ବଣ୍ଟନ ସହ ସାମାଜିକ ଦୂରତା ସଦସର୍ବଦା ରକ୍ଷା କରିବାକୁ ଅବିଭାବକମାନଙ୍କୁ କୁହାଯାଇଥିଲା । ଏହି ବଣ୍ଟନ ବେଳେ ବିଦ୍ୟାମନ୍ଦିର ସଂପାଦକ ରାଜେନ୍ଦ୍ର ପ୍ରଧାନଙ୍କ ସହ ପ୍ରଧାନ ଅଚାର୍ଯ୍ୟା,ଗୁରୁଜୀ ଓ ଗୁରୁମା ଉପସ୍ଥିତ ଥିଲେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।