ଲକ୍‌ଡାଉନ୍‌ରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଚାଲିଛି ବେଧଡ଼କ ଚୋରା ମଦ କାରବାର

ଆଠମଲ୍ଲିକ(IYA NEWS:28/04/2020):
ଲକ୍‌ଡାଉନ୍‌ରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଚାଲିଛି ବେଧଡ଼କ ଚୋରା ମଦ କାରବାର।  କରୋନା ଭଳି ଅଭାବନୀୟ ପରିସ୍ଥିତିରେ ଲୋକେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଏପ​‌ଟେ ନିଶାଖୋର ଲୋକଙ୍କୁ ମଦ କିମିଆ କରିଛି। ପୁଣି ଏକ ତାଜା ଚିତ୍ର ସାମ୍ନାକୁ ଆସିଛି ଆଠମଲ୍ଲିକ ଏବଂ ବଇଣ୍ଡା ଅଞ୍ଚଳରେ ଚୋରା ମଦକାରବାର କରି ୪ ଗିରଫ ହୋଇଛନ୍ତି। ଆଠମଲ୍ଳିକ ଅବକାରୀ ବିଭାଗ ଚଢ଼ାଉ କରି ସେମାନଙ୍କଠାରୁ ୪୦ ଲିଟର ମଦ ଜବତ କରିଛି। ରାଜ୍ୟ ସରକାରଙ୍କ ବାରମ୍ବାର ତାଗିଦ ସତ୍ତ୍ବେ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ମଦ କାରବାର ଚାଲିଥିବା ଖବର ବାରମ୍ବାର ସାମ୍ନାକୁ ଆସୁଛି।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।