ସଟସର୍କିଟ୍ ରେ ଜଳିଗଲା ୪ ବଖରା ଚାଳଛପର ଘର ।

ଅାଠମଲ୍ଲିକ(IYA NEWS:27/04/2020):
ସଟ ସର୍କିଟ କାରଣରୁ ଜଳିଗଲା ୪ ବଖରା ଚାଳଛପର ଘର ।ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ନାକଚି ଗ୍ରାମପଞ୍ଚାୟତ ଅନ୍ତର୍ଗତ କଣ୍ଢାଳ ଗ୍ରାମର ଶରତ ଦେହୁରୀଙ୍କ ଆଜି ଅପରାହ୍ନରେ ୪ ବଖରା ଚାଳ ଛପର ଘର ଜଳି ପୋଡି ପାଉଁଶ ହୋଇଯାଇଛି । ବାମୁର ଅଗ୍ନିଶମ ବିଭାଗ ପହଞ୍ଚିବା ପୂର୍ବରୁ ଗ୍ରାମବାସୀଙ୍କ ସହଯୋଗରେ ନିଅାଁକୁ ଅାୟତ୍ତ କରାଯାଇଥିବା ସୂଚନା ମିଳିଛି । ଶରତ ଦେହୁରୀଙ୍କ ବସବାସ ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।