ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ତରଫରୁ ମାସ୍କ ତିଆରି ପ୍ରତି ଯୋଗୀତା ।ଭାଗ ନେବାକୁ ଚାହୁଁଥିଲେ ପଢନ୍ତୁ ।

ଅନୁଗୋଳ(IYA NEWS:25/04/2020):
ଭାରତ ସରକାରଙ୍କ ନେତୃତ୍ବ ଧିନ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ତରଫରୁ ବର୍ତ୍ତମାନ ସମୟରେ ଯେଉଁ ମାନେ ମାସ୍କ ତିଆରି କରୁଛନ୍ତି ତାଙ୍କୁ ଉତ୍ସାହିତ କରିବା ପାଇଁ ମାସ୍କ ତିଆରି ପ୍ରତି ଯୋଗୀତା ଆରମ୍ଭ କରିଛନ୍ତି  । ଯେଉଁ ମାନେ ମାସ୍କ ତିଆରି କରୁଛନ୍ତି ୩୦ ସେକେଣ୍ଡ ର ଭିଡିଓ ଓ ୩/୪ ଟା ଫୋଟ ନେହେରୁ ଯୁବ କେନ୍ଦ୍ର ଅନୁଗୋଳ ର ଜିଲ୍ଲା ଯୁବ ସଂଯୋଜକ ନୁମ୍ବର କୁ ପଠେଇ ପାରିବେ । ଏନେଇ ଜିଲ୍ଲା ଯୁବ ସଂଯୋଜକ ପ୍ରଦୀପ କୁମାର ସୂଚନା ଦେଇଛନ୍ତି । ଯେଉଁ ମାନଙ୍କ ଫଟୋ ଓ ଭିଡିଓ ଶ୍ରେଷ୍ଠ ବିବେଚିତ ହେବ ତାଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରାଯାଇଛି ଯାହା ଲକ ଡାଉନ ପରେ ଦିଆଯିବ । ଫୋଟୋ ଓ ଭିଡିଓ ପଠେଇବାର ଶେଷ ତାରିଖ ଏପ୍ରିଲ ୩୦ ପର୍ଯ୍ୟନ୍ତ ଅଛି । 
ଭିଡିଓ ଓ ଫୋଟୋ ପଠାଇବାର ଠିକଣା  whatssapp ନମ୍ବର +91 81696 56300
କିମ୍ବା ଇ ମେଲ - nyksangul@gmail. com 
ବି.ଦ୍ର- ଭିଡିଓ ୩୦ ସେକେଣ୍ଡ ର ହୋଇଥିବା ଆବଶ୍ୟକ ।
Report By :- Bhaktiprasad Pradhan* 
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।