ସ୍ୱର୍ଣ୍ଣ ଲକ୍ଷ୍ମୀପୂଜା କମିଟି ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ।
ଅନୁଗୋଳ(IYA NEWS:31/05/2020):
କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଶନିବାର ୫ଟା ୩୦ରେ ଅନୁଗୋଳ ଜିଲ୍ଲା ଶିତଲ ପ୍ଲାଜା ଠାରେ ସ୍ୱର୍ଣ୍ଣ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି।
ପୂଜା କମିଟି ସଭାପତି ରତିକାନ୍ତ ଦାସଙ୍କ ନେତୃତ୍ୱରେ ବହୁ ସ୍ୱେଚ୍ଛାସେବି,ପୂଜା କମିଟି ସଦସ୍ୟ,ଛାତ୍ରୀଛାତ୍ର ଯୋଗଦେଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।
Report By :- Bhaktiprasad Pradhan
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର
Comments
Post a Comment