ଶବର ସାହି ବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ।

ଢେଙ୍କାନାଳ(IYA NEWS:28/05/2020):
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବାଙ୍ଗୁରସିଂହ ପଞ୍ଚାୟତ ଅନ୍ତର୍ଗତ ଜରଡ଼ା ପନେଇଲୋ ପ୍ରାଥମିକ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଆନୁକୁଳ୍ୟରେ ଗତ ମଙ୍ଗଳବାର ହରେକୃଷ୍ଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୁଖ୍ୟ ଉପଦେଷ୍ଟା ଶ୍ରୀ ପୁରୁଷୋତ୍ତମ ନାୟକ, ଯୁବ ସମ୍ପାଦକ  ଶ୍ରୀ ପଙ୍କଜ ଲୋଚନ ଦାସ,  ସୁବ୍ରତ ପୃଷ୍ଟି, ଗଣେଶ୍ୱର ଦାସ, ବିଜୟ ପୃଷ୍ଟି ଏବଂ ଗୋପବନ୍ଧୁ ସାହୁ ଙ୍କ ସହିତ ଗ୍ରାମର ସମସ୍ତ ଯୁବ ଗୋଷ୍ଠି ଉପସ୍ଥିତ ରହି ପନେଇଲୋ ଶବରସାହି ରେ କରୋନା  ପାଇଁ ସହଯୋଗର ହାତ ବଢ଼ାଇ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରିଥିଲେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।