ସିତୁରା ସାହିବାସୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ ।

ଅନୁଗୋଳ(IYA NEWS:27/05/2020):
ମହାମାରୀ କରୋନା ଏବେ ଭାରତ ବର୍ଷରେ ଅାତଙ୍କ ସୃଷ୍ଟି କରିଛି । କରୋନା ପ୍ରଭାବରେ ଜନଜୀବନରେ ସଙ୍କଟ ଦେଖାଦେଇଛି । ଗରିବ,ଅସହାୟ ପରିବାର ଖାଇବାକୁ ପାଉନାହାନ୍ତି । ଏଭଳି ପରିସ୍ଥିତିରେ ଅନୁଗୋଳ ରାଣୀଗୋଡା ପାଖରେ ଥିବା ଏନ.କେ ପାର୍କ ନିକଟସ୍ଥ ଲୋକମାନଙ୍କ ତତ୍ତ୍ୱାବଧାନରେ ପଞ୍ଚମହଲା ପାଖରେ ଥିବା ସିତୁରା ସାହିରେ ଗତକାଲି ମାସ୍କ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦିଅାଯାଇଥିଲା ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।