କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ବାସନ୍ତୀ ଦୁର୍ଗା ପୂଜା କମିଟି ।

ଅନୁଗୋଳ(IYA NEWS:30/05/2020):
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟା ୫.୩୦ ଘଟିକା ସମୟରେ ବାସନ୍ତୀ ଦୁର୍ଗା ପୂଜା ମଣ୍ଡପର ସଭାପତି ତଥା ପୂର୍ବତନ ତାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଗୋଳ ସହର ଉପକଣ୍ଠ ଅମଲାପଡା ବାସନ୍ତୀ ଦୁର୍ଗା ପୂଜା ପଡିଆ ପରିସରରେ ସାମାଜିକ ଦୂରତ୍ୱ ରକ୍ଷା କରି #ବନ୍ଦେ_ଉତ୍କଳ_ଜନନୀ ସଙ୍ଗୀତ ଗାନ କରାଯାଇଥିଲା। କରୋନା ଯୁଦ୍ଧା ମାନଙ୍କୁ ସମ୍ମାନ ଜଣାଇ ଏହି ସଙ୍ଗୀତ ଗାନ କରାଯାଇଛି। ଏହି ସଙ୍ଗୀତ ଗାନ ସମୟରେ ଆଇନଜୀବୀ ପ୍ରଦୀପ ଦେବତା, ସୁବାଷ ଚନ୍ଦ୍ର ମିଶ୍ର, ମମତା ପ୍ରଧାନ, ପ୍ରତାପ ମାଝୀ, କୁଲୁ ମହାନ୍ତି, ଚନ୍ଦନ ସାହୁ, କମଲକାନ୍ତ ସାହୁ, ଶୁଭେନ୍ଦୁ ପ୍ରଧାନ, ସମାଜସେବୀ ଶଶାଙ୍କ ଶେଖର ପ୍ରଧାନ, କାଳିଆ ସେଠୀ ପ୍ରମୂଖ ଉପସ୍ଥିତ ଥିଲେ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।