ବିଧାୟକଙ୍କ ଜରିଅାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କଲେ ଗ୍ରାମବାସୀ ଓ ସ୍ୱୟଂସହାୟକ ଗୋଷ୍ଠୀ ।

ଆଠମଲ୍ଲିକ(IYA NEWS:25/05/2020):
କରୋନା ମୁକାବିଲା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ କିଶୋରନଗର ବ୍ଲକ ନାକଚି ଗ୍ରାମପଞ୍ଚୟାତ ବଡଡଙ୍ଗିଅାଣି ଗ୍ରାମର ଗ୍ରାମବାସୀ ଓ ସ୍ୱୟଂସହାୟକ ଗୋଷ୍ଠୀ ମିଶି ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଅାରେ ୮ହଜାର ଟଙ୍କା ପ୍ରଦାନ କରିଛନ୍ତି ।ଅାଜି ଅାଠମଲ୍ଲିକ ବିଧାୟକଙ୍କୁ ସ୍ୱୟଂସହାୟକ ଗୋଷ୍ଠୀ ଏମ.ବି.କେ ସରୋଜିନୀ ପ୍ରଧାନ,ଗ୍ରାମବାସୀ ଜେନାମଣି ପ୍ରଧାନ,ମନୋରଂଜନ ପ୍ରଧାନ,ଅବିନାଶ ପ୍ରଧାନ,ଯୁଧିଷ୍ଟିର ପ୍ରଧାନ ଭେଟି ଅର୍ଥରାଶି ପ୍ରଦାନ କରିଛନ୍ତି । ଏହି ଅବସରରେ ସଚେତନତା ବାର୍ତ୍ତା ସହିତ ସରକାରୀ ନିର୍ଦ୍ଦେଶ ମାନିବା,ସାମାଜିକ ଦୂରତା ରକ୍ଷା କରିବା ଏବଂ ଘରେ ରହି ସୁରକ୍ଷିତ ରହିବାକୁ ବିଧାୟକ ସାଏ ପରାମର୍ଶ ଦେଇଛନ୍ତି ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।