କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କଲେ ୩ ଗ୍ରାମବାସୀ ।

ଅାଠମଲ୍ଲିକ(IYA NEWS:26/05/2020):
ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ,ବ୍ୟକ୍ତିବିଶେଷ ଓ ଗ୍ରାମପଞ୍ଚାୟତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଅାସୁଛନ୍ତି ।ଏହି ଅବସରରେ ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅାମ୍ବସରମୁଣ୍ଡା ପଞ୍ଚାୟତ ଭୁଗୁରା ଗ୍ରାମବାସୀ ୭ ହଜାର ୫ଶହ ଟଙ୍କା,ତାଳମଳିହା ଗ୍ରାମବାସୀ ୯ହଜାର ୫ଶହ ଟଙ୍କା,ସଞ୍ଜାମୁରା ଗ୍ରାମପଞ୍ଚାୟତ ବ୍ରାହ୍ମଣିଦେଇ ଗ୍ରାମବାସୀ ୫ହଜାର ଟଙ୍କା ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଅାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।କରୋନା ପ୍ରତିହତ ପାଇଁ ସଚେତନତା ବାର୍ତ୍ତା ସହ ସରକାରୀ ନିର୍ଦ୍ଦେଶ ମାନିବା,ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ବ୍ୟବହାର କରିବାକୁ ବିଧାୟକ ଶ୍ରୀ ସାଏ ପରାମର୍ଶ ଦେଇଥିଲେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।