ସାଂସଦଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ ।

ଅନୁଗୋଳ(IYA NEWS:26/05/2020):
ଯୁବଶକ୍ତି ଆହ୍ୱାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁସୁଡା ଗ୍ରାମ ପଞ୍ଚାୟତର ସୁସୁଡା ଗ୍ରାମ ମାଳତି ବିହାର ସାହି ଓ ଅାଙ୍କୁଲା ଗ୍ରାମର ସୁବର୍ଣ୍ଣପୁର ସାହି ଠାରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।
ଏଥିରେ ଅନୁଗୋଳ-ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସହଯୋଗର ହାତ ବଢ଼ାଇବା ସହିତ ପଞ୍ଚାୟତର ସମସ୍ୟା ଖାଦ୍ୟ ଦେବା ସମୟରେ ଲୋକ ମାନଙ୍କ ସହ ଆଲୋଚନା କରି ବୁଝିଥିଲେ।
ଯୁବଶକ୍ତି ଆହ୍ୱାନର ସଭାପତି ଆଦିତ୍ୟ ପ୍ରସାଦ ମିଶ୍ର,ଅମ୍ଳାନ ଦାଶ, ସିଦ୍ଧାର୍ଥ ମିଶ୍ର,ସୁଭମ ସୁବୁଦ୍ଧି,ରାକେଶ କୁମାର ପରିଡା,ପ୍ରକାଶ ଭୁତିଆ,ସୁବ୍ରତ ସାହୁ,ସମ୍ୟରଂଜନ ସୁତାର,ତୁହିଁନ ତୁଷାର ତ୍ରିପାଠୀ,ଡମ୍ବରୁଦ୍ଧର ସାହୁ,ରାଜେଶ କୁମାର ପରିଡା,ଆନନ୍ଦ ଶତପଥି,ପୁପୁନ ନାୟକ, ସମାଜ ସେବୀ ପର୍ଶୁରାମ ଦାଶ ଓ ପ୍ରତାପ ମହାପାତ୍ର ଉପସ୍ଥିତ ଥିଲେ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।