କରୋନା ଯୁଦ୍ଧର ଯୋଦ୍ଧା ରୂପେ ସାମ୍ବାଦିକ ତପନ ଦାସ ଙ୍କୁ ସମ୍ବର୍ଦ୍ଧନା।

ଅନୁଗୋଳ (IYA NEWS : ୩୦/୦୫/୨୦୨୦)
ସିଟୁ ର ପ୍ରତିଷ୍ଠା ଦିବସ ରେ କରୋନା ଯୋଧ୍ୟା ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କ୍ରମରେ ଅନୁଗୋଳ ର ଅନ୍ୟତମ ବିଶିଷ୍ଟ ସାମ୍ବାଦିକ ତପନ ଦାସ ଙ୍କୁ ମଧ୍ୟ ଉତ୍ତରୀୟ ଓ ପୁଷ୍ପ ଗୁଛ ଦେଇ ସମ୍ମାନିତ କରିଥିଲେ ସିଟୁ ର ସଦସ୍ୟମାନେ । ବିଶେଷ ଭାବେ  ଲକଡାଉନ ର ପ୍ରଥମ ଚରଣ ହିଁ , ସଂକ୍ରମଣ କୁ ଭୟ ନ କରି ଲଗାତାର ଭାବେ ଖବର ସଂଗ୍ରହ ଓ ଖବର ଆଳରେ ଲୋକ ସଚେତନ ଲାଗି ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଛନ୍ତି ଶ୍ରୀ ଦାସ। ତାଙ୍କର କାର୍ଯ୍ୟ ଦକ୍ଷତା କୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ଆଜି ସକାଳେ ଅନୁଗୋଳ ସହର ର ହେମସୁରପଡା ଠାରେ ଥିବା କାର୍ଯ୍ୟାଳୟ ରେ କରୋନା ଯୋଧ୍ୟା ଭାବେ ତପନ ଦାସ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।

REPORT BY : SAMIR SAHOO (IYA NEWS)
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।