ଠାକୁରଗଡ ୟୁଥ ପାୱାର ପକ୍ଷରୁ କରୋନା ଯୋଦ୍ଧାଙ୍କୁ ସମ୍ମାନ ।

ଅାଠମଲ୍ଲିକ(IYA NEWS :30/05/2020):
ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ବ୍ଲକ ଠାକୁରଗଡ଼ ଗଣେଶ ବଜ଼ାର ଛକ ଉପରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଠାକୁରଗଡ଼ ୟୁଥ ପାୱାର ଆୟୋଜନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା,ସ୍ଥାନୀୟ ବୁଦ୍ଧିଜିବୀ,ପଞ୍ଚାୟତ ସରପଞ୍ଚ ,ସମିତି ସଭ୍ୟା/ସଭ୍ୟ ଏବଂ ବ୍ୟବସାୟ ପ୍ରତିଷ୍ଠାନର ସଦସ୍ୟ ମାନଙ୍କ ଉପସ୍ଥିତିରେ କରୋନା ଯୋଦ୍ଧା ମାନଙ୍କ ସମ୍ମାନ ପ୍ରଦର୍ଶନ ପାଇଁ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି l କରୋନା ଯୁଦ୍ଧ ରେ ସମ୍ପୃକ୍ତ ଥିବା ସମସ୍ତ ଯୋଦ୍ଧା ଙ୍କୁ ଯଥା ଡାକ୍ତର ,ସ୍ୱାସ୍ଥ୍ୟ ବିଭାଗ ସହିତ ଜଡିତ ସମସ୍ତ କର୍ମଚାରୀ ,ପୋଲିସ କର୍ମଚାରୀ ମାନଙ୍କୁ ସମ୍ମାନ ଜଣାଇ ଥିଲେ l
Report By :- Bhaktiprasad Pradhan
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।