କୋଇଲା ଟ୍ରେନରୁ ମୃତ ଦେହ ଉଦ୍ଧାର ।
ଅନୁଗୋଳ(IYA NEWS:30/05/2020):
ଅନୁଗୋଳ ଜିଲ୍ଲା ତାଳଚେର କୋଇଲା ଖଣିରୁ ନାଲ୍କୋ ସିପିପି ପ୍ଲାଣ୍ଟକୁ ଆସିଥିବା କୋଇଲା ବୋଝେଇ ଟ୍ରେନରେ ଅାଜି ସକାଳେ ଏକ ଅଜଣା ମୃତହେହ ଦେଖିବାକୁ ମିଳିଛି। କୋଇଲା ଭିତରେ ମୃତଦେହଟି ପୋତି ହୋଇ ଯାଇଥିବା ବେଳେ କେବଳ ମୃତକଙ୍କ ଗୋଡ଼ ଦୁଇଟି କେବଳ ବାହାରକୁ ଦେଖାଯାଉଥିଲା। ପ୍ଲାଣ୍ଟ୍କୁ ଭିତରକୁ ଟ୍ରେନ୍ ଆସିବା ପରେ ଲୋକେ ଅନ୍ଲୋଡିଂ କରିବା ସମୟରେ ଏପରି ଦେଖିବାକୁ ପାଇଥିଲେ। ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।
*IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35
Comments
Post a Comment