କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କଲେ ଗ୍ରାମବାସୀ ।

କିଶୋରନଗର(IYA NEWS:28/05/2020):
ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ,ବ୍ୟକ୍ତିବିଶେଷ ଓ ଗ୍ରାମବାସୀ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଅାସୁଛନ୍ତି ।ଏହି ଅବସରରେ କିଶୋରନଗର ବ୍ଲକ ଅାମ୍ବପାଳ ପଞ୍ଚାୟତ ଖଇରମୁଣ୍ଡା ଗ୍ରାମର ଗ୍ରାମବାସୀ ୧୦ହଜାର ୨ଶହ ୫୫ଟଙ୍କା କିଶୋରନଗର ତହସିଲଦାର ଡଃ ଲକ୍ଷ୍ମୀପ୍ରସାଦ ସାହୁଙ୍କ ଜରିଅାରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି ।ଦାନକରିବା ବେଳେ ଗ୍ରାମର ସଭାପତି ନାରାୟଣ ଧଳ,ସଂପାଦକ ସୁବାଷ ଚନ୍ଦ୍ର ଧଳ ଉପସ୍ଥିତ ଥିଲେ ।କରୋନା ପ୍ରତିହତ ପାଇଁ ସଚେତନତା ବାର୍ତ୍ତା ସହ ସରକାରୀ ନିର୍ଦ୍ଦେଶ ମାନିବା, ମାସ୍କ ବ୍ୟବହାର କରିବାକୁ ତହସିଲଦାରପରାମର୍ଶ ଦେଇଥିଲେ ।
 *IYA NEWS ( VISIT US :- www.iyanews.com ) / ( LIKE US :- www.facebook.com/iya)*
ଅଗ୍ରଣୀ ୱେବ ନ୍ୟୁଜ IYA NEWSର ଖବର ଖୁବଶୀଘ୍ର ପଢିବାକୁ ଏହି ଲିଙ୍କ ଉପରେ କ୍ଲିକ କରି ଜଏନ ହୁଅନ୍ତୁ ।
ବିଦ୍ର : ଯେଉଁ ପାଠକ ପାଠିକା ମାନେ IYA NEWS READER -1 ରେ ଅଛନ୍ତି ସେମାନେ ଜଏନ କରନ୍ତୁ ନାହିଁ ।
https://chat.whatsapp.com/IfiL7zjJYZ3DNtSZGPwzg35

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।