ଯୁବତୀଙ୍କ ମୃତ ଦେହ ଉଦ୍ଧାର : ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ ।

ଅନୁଗୋଳ(IYA NEWS:17/06/2020):
ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଡଙ୍ଗାପଳ ଗ୍ରାମ ଆଉଁଳୀନଦୀ ପଠାରେ ଥିବା ଏକ ଜାମୁକୋଳି ଗଛରୁ ଯୁବତୀଙ୍କ ମୃତ ଦେହ ଉଦ୍ଧାର । ମୃତ ଯୁବତୀଙ୍କ ଘର ସେହି ଗ୍ରାମରେ ହୋଇଥିବା ବେଳେ ଆଦ୍ରତ୍ରାଣ ସାହୁଙ୍କ ଝିଅ ପୁଷ୍ପାଞ୍ଜଳି ସାହୁ ବୋଲି ସୂଚନା ମିଳୁଅଛି । ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଥାନାରେ  ଅଭିଯୋଗ କରିଛନ୍ତି । ଶବକୁ ଜବତ କରି ଛେଣ୍ଡିପଦା ପୋଲିସ ତଦନ୍ତ ଆରମ୍ଭ କରିଅଛି । 
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।