ସହୀଦ ଯବାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ସଭା ।
ଅନୁଗୋଳ(IYA NEWS:20/06/2020):
ଅନୁଗୋଳ ସହର ଉପକଣ୍ଠ ହାକିମପଡା ଅଙ୍ଗନବାଡ଼ି କେନ୍ଦ୍ର ଠାରେ ସହୀଦ ବୀର ଜବାନ ମାନଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ସହିତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛୁ ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରସ୍ବତୀ ପୂଜା କମିଟି ସଦସ୍ୟ,ଅଙ୍ଗନବାଡ଼ି ସହାୟିକା ଏବଂ ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର
Comments
Post a Comment