କଂଗ୍ରେସ ତରଫରୁ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ଅନୁଗୋଳ (IYA NEWS : ୨୬/୦୬/୨୦୨୦)
ଆଜି ଅନୁଗୋଳ ଉଚ୍ଚ ବିଦ୍ୟାଳୟ ସାମ୍ନାରେ ଥିବା ଗାନ୍ଧୀ ସ୍ମୃତି ପୀଠ ଠାରେ ବିପ୍ଳବ ଜେନାଙ୍କ ନେତୃତ୍ୱରେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିପ୍ଳବ ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ନିରବ ପ୍ରାର୍ଥନା କରାଯାଇଛି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର
Comments
Post a Comment