ଅନୁଗୋଳ ରୁ ଆଜି ୪ ଜଣ କରୋନା ପଜିଟିଭ । ସମୁଦାୟ ଅାକ୍ରାନ୍ତଙ୍କ ସଂଖ୍ୟା ୭୦ ।

ଅନୁଗୋଳ(IYA NEWS:30/06/2020):
ଅନୁଗୋଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ବ୍ଲକ ର ଏକ ଘରୋଇ  ଶିଳ୍ପ ସଂସ୍ଥା ହୋମ କ୍ବାରେଣ୍ଟାଇନ ରେ ଥିବା ଆଜି ଦୁଇ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନେ ନୂଆଦିଲ୍ଲୀ ଫେରନ୍ତା ଏବଂ ସେମାନଙ୍କ ର ବୟସ 19 ବର୍ଷ ଓ 11 ବର୍ଷ। ସେହିପରି କଣିହାଁ ସ୍ଥିତ ଏକ ଘରୋଇ ଶିଳ୍ପ ସଂସ୍ଥା ହୋମ କ୍ୱାରେଣ୍ଟାଇନ ରେ ଥିବା ଜଣେ କରୋନା ପଜିଟିଭ  ଚିହ୍ନଟ ହୋଇଛନ୍ତି। ସେ ଜଣେ ତେଲେଙ୍ଗାନା ଫେରନ୍ତା ଏବଂ ତାଙ୍କର ବୟସ 62 ବର୍ଷ।ସେମାନଙ୍କର ନମୁନା ଆଜି ପଜିଟିଭ ଜଣାପଡିବା ପରେ ସେମାନଙ୍କୁ ତାଳଚେର କୋଭିଡ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।