ପୁଣି ଜଣେ କରୋନା ଅାକ୍ରାନ୍ତ ଚିହ୍ନଟ : ସମୁଦାୟ ୫୬ ।
ଅନୁଗୋଳ(IYA NEWS:20/06/2020):
ଅନୁଗୋଳ ଜିଲାରୁ ଆଜି ୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଜଣଙ୍କ ମଧ୍ୟରୁ ଜଣେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର । ତେବେ ଜିଲ୍ଲାରୁ ଆଜି ଚିହ୍ନଟ ୫ଜଣଙ୍କୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଁଚିଛି ।ପୁଣି ଏବେ ଜଣେ କରୋନା ଅାକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଅାକ୍ରାନ୍ତ ଜଣକ ତାଳଚେର ଅଞ୍ଚଳରୁ ଜଣେ ଅଠର ବର୍ଷୀୟ ଯୁବକ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ସମୟରେ କରୋନା ପଜିଟିିଭ ବୋଲି ଜଣାପଡିଥିବାର ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ। ସମୁଦାୟ ପଜିଟିିଭ ସଂଖ୍ୟା ୫୬ ରେ ପହଂଚିଛି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର
Comments
Post a Comment