ବଡକେରା କଲେଜ ପଡିଆରେ ଅାନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଅନୁଗୋଳ (IYA NEWS : ୨୧/୦୬/୨୦୨୦)
ଅନୁଗୋଳ ବ୍ଲକ ଅନ୍ତର୍ଗତ ବଡକେରା କଲେଜ ପଡ଼ିଆରେ ଜଗନ୍ନାଥ ଯୋଗ ଗ୍ରୁପ ତରଫରୁ ଅାନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଯୋଗ ଦ୍ୱାରା ଶରୀର ସୁସ୍ଥ ରହିବା ସହ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ସମସ୍ତେ ଯୋଗ କରି ଶରୀର ସୁସ୍ଥ ରଖିବାକୁ ଯୁବ ଗୋଷ୍ଠୀ ଅନୁରୋଧ ମଧ୍ୟ କରିଛନ୍ତି। ଏହି ଯୋଗ କାର୍ଯ୍ୟକ୍ରମରେ ଜଗନ୍ନାଥ ଯୋଗ ଗ୍ରୁପ ର ସଭାପତି ପ୍ରତାପ ସାହୁ, ସମ୍ପାଦକ ତାପସ କୁମାର ବାରିକ ଯୋଗ ପ୍ରଶିକ୍ଷକ ପ୍ରଶାନ୍ତ କୁମାର ସ୍ୱାଇଁ, ସଦସ୍ୟ ନିରାକାର ସାହୁ, ଅଜିତ ରାଉଳ, କାହ୍ନୁ ସାମଲ ଓ ଚିନୁଙ୍କ ସହ ଯୁବ ଗୋଷ୍ଠୀ ଉପସ୍ଥିତ ଥିଲେ।
REPORT BY : SAMIR SAHOO (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।