୯୨ ଜଣଙ୍କର ସ୍ୱାବ ସଂଗ୍ରହ।

ଅାଠମଲ୍ଲିକ/ବଇଣ୍ଡା(IYA NEWS:୨୬/୦୬/୨୦୨୦):
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅାଜି କିଶୋରନଗର ବ୍ଲକ ବଇଣ୍ଡା,ଇଚ୍ଛାପୁର, ଅଙ୍ଗପଡା, ହାଇସ୍କୁଲ ରେ ଥିବା ଫେରନ୍ତା ପ୍ରବାସୀଙ୍କ ସ୍ୱାବ ସଂଗ୍ରହ କରାଯାଇଛି।ବଇଣ୍ଡା ହାଇସ୍କୁଲ ଠାରେ ୬୫ ଜଣ ଓ ବଇଣ୍ଡାର ଏକ ପରିବାର ରୁ ୧୫ଜଣ,ଇଚ୍ଛାପୁର ହାଇସ୍କୁଲ ରୁ ୨୩ ଜଣ, ଅଙ୍ଗପଡା ରୁ ୪୮ଜଣ ସ୍ୱାବ ସଂଗ୍ରହ କରାଯାଇଛି।ବଇଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ସରୋଜ ବଳ,କୋଭିଡର ସତ୍ୟରଞ୍ଜନ ଚାନ୍ଦ,ରୂପସାନା ବେଗମ,ସନ୍ଦୀପ ସାହୁ, ମୋନାଲିସା ଗଡନାୟକ, ଷ୍ଟାଫ ନର୍ସ ନିହାରିକା ନାୟକ,ଏନ.ଏମ ଚନ୍ଦନା ସାହୁ, ନାରାୟଣ ଦେହୁରୀ ପ୍ରମୁଖ ସ୍ୱାବ ସଂଗ୍ରହ କରିଥିଲେ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।