" ଆମ ଅନୁଗୋଳ ଆମ ଗୌରବ " ପ୍ରତୀକ ଥିବା ମାସ୍କ ପରିଧାନ ସହ କରୋନା ସଚେତନ

ଅନୁଗୋଳ (IYA NEWS : ୨୭/୦୬/୨୦୨୦)
' ଆମ ଅନୁଗୋଳ ଆମ ଗୌରବ ' ଜନ ଅନୁଷ୍ଠାନର ସଭାପତି ଚନ୍ଦ୍ରକାନ୍ତ ଧଳଙ୍କ ନେତୃତ୍ବରେ ପ୍ରତୀକ ଥିବା ମାସ୍କ ପରିଧାନ ସହ କରୋନା ସଚେତନତା କରାଯାଇଛି। ଅନୁଷ୍ଠାନର ଉପଦେଷ୍ଟା ଭୁପେଶ୍ ଚନ୍ଦ୍ର ପ୍ରଧାନ, ଶେଖ୍ ରଫିକ୍, ଅଶୋକ ମୋଦି, ସୁଧୀର ରଞ୍ଜନ ସାହୁ, ନିଝାର୍ ଅଲ୍ଲୀ ଓ ସମ୍ପାଦକ ଶ୍ରୀ ଗୋଲକ ଚନ୍ଦ୍ର ସାହୁ ଅନୁଷ୍ଠାନର ନାମ ଲେଖା ଥିବା ମାସ୍କ ପିନ୍ଧିବା ସହିତ କରୋନା ମହାମାରୀର ସାବଧାନତା ଅବଲମ୍ବନ ନିମନ୍ତେ ସମସ୍ତଙ୍କୁ ସଚେତନ କରିବାକୁ ସ୍ଥିର କରିଥିଲେ।REPORT BY : SAMIR SAHOO (IYA NEWS) IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।