ଡାକ୍ତରଙ୍କ ବାସଭବନରୁ ଚୋରୀ , ସିସିଟିଭି ରେ କଏଦ : ରୋଗୀ ପାଲଟିଲା ଚୋର

ଅନୁଗୋଳ ( IYA NEWS, ୨୮.୦୭.୨୦୨୦ ) :- 
ଗତ ରବିବାର ସକାଳ ସମୟରେ ଅନୁଗୋଳ ଥାନା ଅମଲାପଡା ସ୍ଥିତ ଡାକ୍ତର ଦିପକ ଗଡ଼ନାଏକଙ୍କ ବାସଭବନରୁ ଚୋରି ହୋଇଥିବା ଅଭିଯୋଗ ହୋଇଅଛି । ଡାକ୍ତର ଦିପକ ଗଡ଼ନାଏକଙ୍କ ନିକଟକୁ ଦୁଇ ଜଣ ବ୍ୟକ୍ତି ସକାଳ ୮.୩୦ ମିନିଟ ସମୟରେ ଦୁଇ ଜଣ ବ୍ୟକ୍ତି ( ଜଣେ ପୁରୁଷ ଓ ଜଣେ ମହିଳା ) ଆସିଥିଲେ । ମହିଳା ଜଣଙ୍କ ରୋଗ ବିଷୟରେ ଚିକିତ୍ସା ନିମନ୍ତେ ପରାମର୍ଶ ନେଇଥିଲେ । ଡାକ୍ତର କୌଣସି କାରଣ ନେଇ ବାହାରକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ମହିଳା ରୋଗୀ ଜଣଙ୍କ ଡାକ୍ତରଙ୍କ କ୍ୟାସ ଡ୍ର ରୁ ୩୦ ହଜାର ଟଙ୍କା ଚୋରି କରି ନେଇଥିବା ଡାକ୍ତର ଆଜି ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି ।
Report By :- Nipu Bhutia , IYA NEWS
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।