ଦୁର୍ଘଟଣା ଗ୍ରସ୍ତ ଯୁବକଙ୍କୁ ଭେଟିଲେ ଜନ ପ୍ରିୟ ବିଧାୟକ ରମେଶ ସାଏ ।

ଅନୁଗୋଳ ( IYA NEWS, ୩୧.୦୭.୨୦୨୦ )  : - ଅାଜି କିଶୋରନଗର ବ୍ଲକରେ ବିଧାୟକଙ୍କ ତତ୍ୱାବଧାନରେ ଏକ ରିଭ୍ୟୁ ମିଟିଂ ଚାଲୁଥିଲା । ଗୁଲେନ ବେହେରା(୨୯) ନାମକ ଜଣେ ଯୁବକ କିଶୋରନଗରରୁ ସଞ୍ଜାମୁରା ଫେରୁଥିବା ସମୟରେ ଘୋଷର ବ୍ରିଜ ନିକଟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ କିଶୋରନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଖବର ପାଇବା ମାତ୍ରେ ଆଠମଲ୍ଲିକ ବିଧାୟକ ରମେଶ ସାଏ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ତାଙ୍କ ପରିବାରକୁ ଭେଟିବା ସହ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ସତ୍ୟବ୍ରତ ଦାସଙ୍କ ସହ ଉକ୍ତ ଯୁବକଙ୍କ ଉତ୍ତମ ଚିକିତ୍ସା ପାଇଁ ଆଲୋଚନା କରିଥିଲେ । 
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।