ଅବକାରୀ ଚଢ଼ଉ : ୧୨୦୦ କେଜି ପୋଚ ଜବତ

ଆଠମଲ୍ଲିକ(IYA NEWS:16/07/2020):
ଆଠମଲ୍ଲିକ ଓ ଜିଲା ମୋବାଇଲ ସ୍କ୍ୱାଡ଼ର ସ୍ବତନ୍ତ୍ର ଅବକାରୀ ବିଭାଗ ଟିମ ବୁଧବାର ହଣ୍ଡପା ଥାନା ବୁଦୁଲିମୁଣ୍ଡା ଓ କନ୍ଧରାମୁଣ୍ଡା ଗ୍ରାମ ଜଙ୍ଗଲରେ ଚଢ଼ଉ କରି ୧୨୦୦ କେଜି ପୋଚ ଜବତ କରିବା ସହ ନଷ୍ଟ କରିଛନ୍ତି । ଏଥିସହ ସେଠାରୁ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି । ଏହି ଜଙ୍ଗଲରେ ବେଆଇନ ଭାବେ ଚୋରାରେ ମଦ ରୋଷେଇ ହେଉଥିବା ଖବର ପାଇ ଜିଲା ମୋବାଇଲ ସ୍କ୍ୱାଡ଼ର ନିରୀକ୍ଷକ କରୁଣା ଶଙ୍କର ତିୱାରୀ, ଆଠମଲ୍ଲିକ ଅବକାରୀ ନିରୀକ୍ଷକ ସୁମତି ତ୍ରିପାଠୀ ଚଢ଼ାଉ କରି ପୋଚ ନଷ୍ଟ କରିଥିଲେ। ଚଢାଉ ବେଳେ ମଦ ବ୍ୟବସାୟୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।