ମାଟ୍ରିକ ରେଜଲ୍ଟ : ଅନୁଗୋଳ ହାଇସ୍କୁଲରେ ୯୫ ପ୍ରତିଶତ ପାସ୍ ।

ଅନୁଗୋଳ(IYA NEWS:29/07/2020):
ମାଟ୍ରିକ ପରୀକ୍ଷାରେ ଅନୁଗୋଳ ହାଇସ୍କୁଲରେ ପାସ୍‌ ହାର ୯୫ ପ୍ରତିଶତ ରହିଛି ମୋଟ୍ ୩୪୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ୩୨୮ ଜଣ କୃତକାର୍ଯ୍ୟ ହୋଇଛନ୍ତି ବୋଲି ପ୍ରଧାନଶିକ୍ଷୟିତ୍ରୀ ମଧୁସ୍ମିତା ନନ୍ଦ ସୂଚନା ଦେଇଛନ୍ତି।ଏ-୨ରେ ୨୦ ଜଣ, ବି-୧ରେ ୫୦ ଜଣ, ବି-୨ରେ ୫୧ ଜଣ, ସି’ରେ ୬୮ ଜଣ, ଡି’ ରେ ୭୭ ଜଣ, ଇ’ରେ ୬୨ ଜଣ ପାସ୍ କରିଥିବାବେଳେ କୌଣସି ଛାତ୍ରଛାତ୍ରୀ ଏଫ୍ ଗ୍ରେଡ ଓ ଏ-୧ ଗ୍ରେଡ ରଖିନାହାନ୍ତି ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।