ଯୁବଛାତ୍ର କଂଗ୍ରେସ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ l

ଅନୁଗୋଳ(IYA NEWS:28/07/2020):
ଅନୁଗୋଳ ବ୍ଲକ ନନ୍ଦପୁର ଗ୍ରାମପଞ୍ଚାୟତ ଯୁବ କଂଗ୍ରେସ ତରଫରୁ  ଯୁବଛାତ୍ର କଂଗ୍ରେସ ନେତା ସ୍ୱାଧୀନ ଦେହୁରୀଙ୍କ ନେତୃତ୍ୱରେ ପଞ୍ଚମହଲା ଠାରୁ କରତପଟା ଯାଇଥିବା ପୂର୍ତ୍ତବିଭାଗ ରାସ୍ତାର ଉଭୟ ପାର୍ଶ୍ୱରେ ଅଁଳା, ଜାମୁ, ପିଆଶାଳ, ପଟାସ, ଶିଶୁ ପ୍ରଭୃତି ଚାରା ରୋପଣ କରାଯାଇଛି । ଚାରା ରୋପଣ ସହ ଚାରାର ଯତ୍ନ କିପରି ଆଗାମୀ ଦିନରେ ନିଆଯିବ ସେଥିପ୍ରତି ଅାଲୋଚନା ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ସିଦ୍ଧାନ୍ତ ଦେହୁରୀ, ପିନୁ ପ୍ରଧାନ, ଶ୍ରୀକାନ୍ତ ଦେହୁରୀ, ପ୍ରବୀଣ ପ୍ରଧାନ, ଶୁଭମ ଦେହୁରୀ,ମଞ୍ଜିତ ପ୍ରଧାନ, ତାପସ ବିଶ୍ୱାଳ, ଗୋବିନ୍ଦ ବିଶ୍ୱାଳ, ଜୟନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।