କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ହାତ ବଢାଇଲେ ଶିକ୍ଷକ ସଂଘ ।

ଅନୁଗୋଳ(IYA NEWS:20/08/2020):
ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ଅାଠମଲ୍ଲିକ ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ସଂଗଠନ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ଜରିଅାରେ ୩ଲକ୍ଷ ୯୨ହଜାର ୯୪୫ଟଙ୍କା ଡ୍ରାଫ୍ଟ ମାଧ୍ୟମରେ ପ୍ରଦାନ କରିଛନ୍ତି ।ଏହି ଡ୍ରାଫ୍ଟ ପ୍ରଦାନ ସମୟରେ ସଂଗଠନର ସଭାପତି,ସଂପାଦକ,କାର୍ଯ୍ୟନିର୍ବାହୀ ସଂପାଦକ,ଶିକ୍ଷକଙ୍କ ସହ ବହୁ ସି.ଅାର.ସି.ସି ଉପସ୍ଥିତ ଥିଲେ । ଶିକ୍ଷକ ମାନଙ୍କ ଏଭଳି ଦାନକୁ ବିଧାୟକ ଧନ୍ୟବାଦ ଜଣାଇଛନ୍ତି  ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।