ବିଧାୟକଙ୍କ ମହାନତା : ନାଳରେ ଭାସିଯାଉଥିବା ବେଳେ ସାହାଯ୍ୟ କଲେ ବିଧାୟକ ।

ଅାଠମଲ୍ଲିକ(IYA NEWS:26/08/2020):
ଗତକାଲି ଅପରାହ୍ନରେ ଅନୁଗୋଳ ଜିଲ୍ଲା ଅାଠମଲ୍ଲିକ ନିର୍ବାଚନ ମଣ୍ଡଳୀ ହାତୀଗେଞ୍ଜ ଅଞ୍ଚଳରୁ ଅାଠମଲ୍ଲିକ ଅାମ୍ବସରମୁଣ୍ଡା ପଞ୍ଚାୟତ ପୋଡାପଦର ଗ୍ରାମକୁ କିଛି ଲୋକ କିଛି କାର୍ଯ୍ୟ ପାଇଁ ବୋଲେରୋ ଗାଡିରେ ଯାଇଥିଲେ ।ଯାଇଥିବା ବେଳେ ଠାକୁରଗଡ - ଅାମ୍ବସରମୁଣ୍ଡା ରାସ୍ତାର ଭୂଅାଶୁଣିନାଳି ନାଳର ପ୍ରଖର ସୁଅରେ ପଡିଯାଇଥିଲେ ।ଏହି ଖବର ଶୁଣିବା ମାତ୍ରେ ଅାଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ଖବର ଦେଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।