ଅଗଷ୍ଟ ମାସ ୮ ଓ ୯ ତାରିଖ ଅନୁଗୋଳ ଜିଲ୍ଲାରେ ସଟଡାଉନ ରହିବ ନାହିଁ

 ଅନୁଗୋଳ(IYA NEWS:07/08/2020):
ଚଳିତ ମାସର ଦ୍ଵିତୀୟ ଶନିବାର ଓ ରବିବାର (୮ ଓ ୯ ) ତାରିଖ ଅନୁଗୋଳ ଜିଲ୍ଲାରେ ସଟଡାଉନ ରହିବ ନାହିଁ। ମାସର ଅନ୍ୟ ଶନିବାର ଓ ରବିବାର ଗୁଡିକରେ ସଟଡାଉନ ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ପକ୍ଷରୁ ପରବର୍ତ୍ତୀ ସମୟରେ ନିଆଯିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବ୍ୟବସାୟ ପ୍ରତିଷ୍ଠାନ ଆଦି ପୂର୍ବପରି ସକାଳ ୭ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲା ରହିବେ। ଏ ସୂଚନା ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ଦିଆଯାଇଛି।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।