୩୫ ଲିଟର ମଦ ଜବତ, ୫ ଗିରଫ ।

ଆଠମଲ୍ଲିକ(IYA NEWS:23/09/2020):
ଆଠମଲ୍ଲିକ ଅବକାରୀ ବିଭାଗ ମଙ୍ଗଳବାର ଆଠମଲ୍ଲିକ ଓ ଠାକୁରଗଡ଼ ଥାନା ଅଞ୍ଚଳରେ ଚଢ଼ାଉ କରି ୩୫ ଲିଟର ଦେଶୀମଦ ଜବତ କରାଯିବା ସହ ୫ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଆଠମଲ୍ଲିକ ମୋଚି ସାହିର ଅମ୍ବିକା ମେହେରଙ୍କ ସହିତ ଠାକୁରଗଡ଼ ଥାନା ଅଞ୍ଚଳର ବୁବୁନ୍ ସେଠୀ, ତ୍ରିନାଥ ମାଝୀ, ଭୀମସେନ ନାଏକ ଓ ସାମନ୍ତ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ନିରୀକ୍ଷକ ଅନୀତା ଓଝାଙ୍କ ନେତୃତ୍ବ ରେ ଉପନିରୀକ୍ଷକ ପ୍ରଫୁଲ୍ଲ କୁମାର ପତି ଓ ବିଭାଗୀୟ କର୍ମଚାରୀ ଚଢ଼ଉରେ ସାମିଲ ଥିଲେ ।
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।