ବଦଳିଲେ ଅନୁଗୋଳ ଜିଲ୍ଲାପାଳ : ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ ନୂତନ ଜିଲ୍ଲାପାଳ

ଅନୁଗୋଳ ( IYA NEWS, ୦୯.୦୯.୨୦୨୦ ) :- ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ ଅନୁଗୋଳ ଜିଲ୍ଲାପାଳ । ଆଇଏଏସ ସିଦ୍ଧାର୍ଥ ପୂର୍ବରୁ ଗଞ୍ଜାମ ପିଡ଼ି ଡିଆରଡିଏ ଭାବରେ କାର୍ଯ୍ୟ ତୁଲାଇ ଥିବା ହେତୁ ଏବେ ଅନୁଗୋଳ ଜିଲ୍ଲାପାଳ ରୂପେ ନିଯୁକ୍ତି ପାଇଲେ । ସେ ଜଣେ ଦକ୍ଷ ପ୍ରଶାସକ ଅଟନ୍ତି । ତାଙ୍କର ପୂର୍ବ ଦକ୍ଷତା ଯୋଗୁଁ ତାଙ୍କୁ ଡିଷ୍ଟିକ୍ ମାଜିଷ୍ଟ୍ରେଟ / ଜିଲ୍ଲାପାଳ ଭାବରେ ନିଯୁକ୍ତି ପାଇଛନ୍ତି । ଅନୁଗୋଳ ବାସୀ ଆଶା କରିଛନ୍ତି ନୂତନ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ଗୁଡିକ ସୁରୁଖୁରୁରେ ସମାଧାନ ହୋଇପାରିବ । ନୂତନ ଜିଲ୍ଲାପାଳଙ୍କ ଆଗମନକୁ ଜିଲ୍ଲାବାସୀଙ୍କ ଅପେକ୍ଷା । 
Report By:- Nipu Bhutia , IYA NEWS
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।