ଅନୁଗୋଳର ପ୍ରତ୍ୟୁଷା ଓ ଭୁବନେଶ୍ୱରର ରୋଜା ଓଡିଶାର ଗର୍ବ ।

ଅନୁଗୋଳ(IYA NEWS:13/10/2020):
ଅପେରା ମିଡ଼ିଆ ଆନୁକୁଲ୍ୟରେ ମିସ୍ ଏବଂ ମିସେସ୍ ଇଣ୍ଡିଆ ଗ୍ଲୋବାଲ ସବୁ ବର୍ଷ ଆୟୋଜିତ ହୁଏ । ଭାରତୀୟ ଏବଂ ଅଷ୍ଟ୍ରେଲିଆନ୍ ଏଆରଆଇମାନଙ୍କ ମଧ୍ୟରୁ ସୁନ୍ଦରୀ ଏବଂ ସର୍ବଗୁଣ ସମ୍ପର୍ଣ୍ଣ‍ା ନାରୀ ଖୋଜିବାରେ ଏହି ମିଡ଼ିଆ କମ୍ପାନୀର ନାମ ରହିଛି । ଏହି ବର୍ଷ ଶ୍ରୀମତୀ ରୋଜା, ମିସେସ୍ ଇଣ୍ଡିଆ ଗ୍ଲୋବଲ - ୨୦୨୦ ପଦବୀର ବିଜୟନୀ ହେବା ସହ ବିୟୁଟି ୱିଥ ଏ ପରପସ୍ ସବଟାଇଟଲ ମଧ୍ୟ ପାଇ ଓଡ଼ିଶାକୁ ଗର୍ବିତ କରିଛନ୍ତି । ସେ ଅଷ୍ଟ୍ରେଲିଆର ରଞ୍ଜିତ ନାୟରକୁ ପଛରେ ପକାଇ ଏହି ପଦବୀ ଜିତିଛନ୍ତି । ସେ ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ସହାୟକ ପ୍ରବନ୍ଧକ ଭାବେ କାମ କରନ୍ତି । ସେହିଭଳି ଅନୁଗୋଳର ଏକ ଘରୋଇ କଲେଜର ଇଂରାଜୀ ଅଧ୍ୟାପିକା ପ୍ରତ୍ୟୁଷା ଅମାନ୍ତ ମିସ୍ ଇଣ୍ଡିଆ ଗ୍ଲୋବଲ -୨୦୨୦ରେ ଦ୍ୱିତୀୟ ରନର୍ସ ଅପ ର ଟାଇଟଲ ପାଇଛନ୍ତି ।ଆମ ଓଡ଼ିଶା ସର୍ବ ଗୁଣ ସମ୍ପନ୍ନ ବ୍ୟକ୍ତିମାନଙ୍କ ଦ୍ବାରା ପରିପୂର୍ଣ୍ଣ । ଏହି ଗୁଣୀ ନାରୀମାନେ ଖାଲି ଓଡ଼ିଶାକୁ ସେ ଗର୍ବିତ କରିଛନ୍ତି ତାହା ନୁହେଁ । ସେମାନେ ଅନ୍ୟ ଓଡ଼ିଆଣୀମାନଙ୍କ ପାଇଁ ମଧ୍ୟ ଆଦର୍ଶ ପାଲଟିଛନ୍ତି ।
Report By :- Bhaktiprasad Pradhan*
IYA NEWS ( Visit Us :- www.iyanews.com ) / ( Like Us : - Indian Youth Association - IYA News ) #ସାଧାରଣ_ଜନତାଙ୍କ_ସ୍ୱର

Comments

  1. Pratyusha mam is a very strong participate and she is doing very good in all stages

    ReplyDelete

Post a Comment

Popular posts from this blog

" ନୂଆ ଖାଇ ଭେଟ ଘାଟ " ଇ ବରଷ ଫିକା ପଡିଗଲା ।

ଘରେ ରହି ଫୋନ ମାଧ୍ୟମରେ ଲୋକଙ୍କ ସମସ୍ୟା ସହ ସଚେତନତା କରୁଛି : ବିଧାୟକ ସାଏ ।

ନିଜାମୁଦ୍ଦିନ ସଭାରେ ଅାଠମଲ୍ଲିକରୁ ଏକ ଦମ୍ପତ୍ତି ଯୋଗଦେଇଥିବା ନେଇ ପୋଲିସକୁ ସୂଚନା ।